'ରେଳଗାଡ଼ି' କେଉଁ ସମାସ ?
- AOption (a)
ବହୁବ୍ରହୀ ସମାସ
- BOption (b)
ଅବ୍ୟୟୀଭାବ ସମାସ
- COption (c)
ମଧ୍ୟପଦଲୋପୀ କର୍ମଧାରୟ ସମାସ
- DOption (d)
ଦ୍ଵନ୍ଦ ସମାସ
View answer & explanationHide answer & explanation
Correct answer
ବହୁବ୍ରହୀ ସମାସ
Find real questions from previous competitive exam papers with answers and solutions.
Leave the keyword blank to browse saved questions for your selected exam, newest papers first. Add a keyword, year or topic to narrow the results.
Browse complete papers'ରେଳଗାଡ଼ି' କେଉଁ ସମାସ ?
ବହୁବ୍ରହୀ ସମାସ
ଅବ୍ୟୟୀଭାବ ସମାସ
ମଧ୍ୟପଦଲୋପୀ କର୍ମଧାରୟ ସମାସ
ଦ୍ଵନ୍ଦ ସମାସ
Correct answer
ବହୁବ୍ରହୀ ସମାସ
'ଅଜିତ କହିଲା, ସେ ବର୍ତ୍ତମାନ ଭୁବନେଶ୍ୱର ଯିବ - ଏହି ବାକ୍ୟଟି କେଉଁ ପ୍ରକାର ଉକ୍ତିର ଅନ୍ତର୍ଭୁକ୍ତ ?
ପ୍ରତ୍ୟକ୍ଷ ଉକ��ତି
ପରୋକ୍ଷ ଉକ୍ତି
ବିସ୍ମୟ ଉକ୍ତି
ପ୍ରଶ୍ନ ଉକ୍ତି
Correct answer
ପ୍ରତ୍ୟକ୍ଷ ଉକ��ତି
'ସେ ଧନୀ, ମାତ୍ର ସୁଖୀ ନୁହନ୍ତି'- ଏହା କେଉଁ ପ୍ରକାର ବାକ୍ୟ ?
ସରଳ ବାକ୍ୟ
ଜଟିଳ ବାକ୍ୟ
ଯୌଗିକ ବାକ୍ୟ
ମିଶ୍ର ବାକ୍ୟ
Correct answer
ସରଳ ବାକ୍ୟ
'ଟପର ଟପର ମେଘ ବରଷିଲା' - ଏଠାରେ 'ଟପର ଟପର' କେଉଁ ପ୍ରକାର ପଦ ?
କ୍ରିୟା ପଦ
ସର୍ବନାମ ପଦ
ବିଶେଷଣ ପଦ
ଅବ୍ୟୟ ପଦ
Correct answer
କ୍ରିୟା ପଦ
'ନରେଶ ଧୂଉଁ କିନ୍ତୁ ସୁରେଶ ସେପରି ନୁହେଁ - ଏହି ବାକ୍ୟରେ 'ସେପରି' ଶବ୍ଦଟି କି ପ୍ରକାର ପଦ ?
ବିଶେଷ୍ଯ
ବିଶେଷଣ
ସର୍ବନାମ
ଅବ୍ୟୟ
Correct answer
ବିଶେଷ୍ଯ
ନିମ୍ନ ଲିଖ୍ତ ଇଂରାଜୀ ବାକ୍ୟ ବା ବାକ୍ୟାଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Cutting edge Technology'
ଧାରୁଆ ଯନ୍ତ୍ର
ଏବେ ପ୍ରଚଳିତ ଯନ୍ତ୍ର
ସାମରିକ ଯନ୍ତ୍ର
ଜ୍ୟାମିତିକ ଯନ୍ତ୍ର
Correct answer
ଧାରୁଆ ଯନ୍ତ୍ର
ନିମ୍ନଲିଖିତ ଇଂରାଜୀ ବାକ୍ୟ ବା ବାକ୍ୟାଂଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Failed like a dead duck'
ମଲା ବତକ ପରି ପଡିବା
କିଛି ରନ ନକରି ବତକ ପରି ପଡିଆ ଛାଡିବା
ସମ୍ପୂର୍ଣ୍ଣ ଭାବେ ବିଫଳ ହେବା
ବତକ ପରି ଅକୃତକାର୍ଯ୍ୟ ହେବା
Correct answer
ମଲା ବତକ ପରି ପଡିବା
ନିମ୍ନଲିଖିତ ଇଂରାଜୀ ବାକ୍ୟ ବା ବାକ୍ୟାଂଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Given the Pink Slip'
ଚାକିରୀରେ ପଦୋନ୍ନତି ଦେବା
ଗୋଲାପୀ କାଗଜରେ ପ୍ରେମ ନିବେଦନ କରିବା
ଚାକିରୀରୁ ବାହାର କରିଦେବା
ପ୍ରଶଂସା କରିବା
Correct answer
ଚାକିରୀରେ ପଦୋନ୍ନତି ଦେବା
ନିମ୍ନ ଲିଖ୍ତ ଇଂରାଜୀ ବାକ୍ୟ ବା ବାକ୍ୟାଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Cutting corners'
ଧାରକୁ କାଟି ସଳଖ କରିଦେବା
ଚତୁରତା ଦେଖାଇବା
ଉପଯୁକ୍ତ ଉଦ୍ୟମ ନକରି ସଫଳତା ଖୋଜିବା
ସମସ୍ତ ଉଦ୍ୟମ ସହ କାର୍ଯ୍ୟ କରିବା
Correct answer
ଧାରକୁ କାଟି ସଳଖ କରିଦେବା
ନିମ୍ନ ଲିଖ୍ତ ଇଂରାଜୀ ବାକ୍ୟ ବା ବାକ୍ୟାଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Hang in there'
ଉଦ୍ୟମ ଜାରି ରଖୁବା
ସେଠାରେ ଝୁଲାଇବା
ସେଠାରେ ଝୁଲି ଆତ୍ମହତ୍ୟା କରିବା
ସେଠାରେ ପହଞ୍ଚି ଯୁଦ୍ଧ କରିବା
Correct answer
ଉଦ୍ୟମ ଜାରି ରଖୁବା