Search Previous Year Questions

Find real questions from previous competitive exam papers with answers and solutions.

Leave the keyword blank to browse saved questions for your selected exam, newest papers first. Add a keyword, year or topic to narrow the results.

Browse complete papers
Showing 10 question(s)
Clear

Question 71

Odisha Police SI 2023• Test

ଶୁଦ୍ଧ ଶବ୍ଦଟି ଚିହ୍ନାଅ । 

  1. AOption (a)

    ବ୍ୟବସାୟିକ

  2. BOption (b)

    ବ୍ୟାବସାୟିକ

  3. COption (c)

    ବ୍ୟାବ୍ୟସାୟିକ 

  4. DOption (d)

    ବାବ୍ୟସାୟିକ

View answer & explanation

Correct answer

Answer: (a)A.

ବ୍ୟବସାୟିକ

Explanation not yet available.

Question 72

Odisha Police SI 2023• Test

ନିମ୍ନ ଲିଖିତ ଶବ୍ଦ ମାନଙ୍କ ମଧ୍ୟରୁ ଶୁଦ୍ଧ ଶବ୍ଦଟି ଚିହ୍ନାଅ ।

  1. AOption (a)

    ପରିଚ୍ଛନ୍ନ 

  2. BOption (b)

    ପରିଛନ୍ନ 

  3. COption (c)

    ପରିଚ୍ଛିନ୍ନ

  4. DOption (d)

    ପରୀଚ୍ଛନ୍ନ

View answer & explanation

Correct answer

Answer: (a)A.

ପରିଚ୍ଛନ୍ନ 

Explanation not yet available.

Question 73

Odisha Police SI 2023• Test

'ତୁ ନାଥ ପରମ ଦୟାଳୁ' - ଏଠାରେ 'ପରମ' ଶବ୍ଦଟି କେଉଁ ପ୍ରକାର ବିଶେଷଣ ?

  1. AOption (a)

    ସର୍ବନାମିକ ବିଶେଷଣ

  2. BOption (b)

    ତୁଳନାତ୍ମକ ବିଶେଷଣ

  3. COption (c)

    ବିଶେଷଣର ବିଶେଷଣ 

  4. DOption (d)

    ବିଧେୟ ବିଶେଷଣ

View answer & explanation

Correct answer

Answer: (a)A.

ସର୍ବନାମିକ ବିଶେଷଣ

Explanation not yet available.

Question 74

Odisha Police SI 2023• Test

'ପକ୍ଷପାତ' ଶବ୍ଦର ବିପରୀତ ଶବ୍ଦ ଲେଖ ?

  1. AOption (a)

    ନିରପେକ୍ଷ

  2. BOption (b)

    ଅପକ୍ଷ

  3. COption (c)

    ନିରପେକ୍ଷତା

  4. DOption (d)

    ସପକ୍ଷ

View answer & explanation

Correct answer

Answer: (a)A.

ନିରପେକ୍ଷ

Explanation not yet available.

Question 75

Odisha Police SI 2023• Test

'ହତ୍ୟା କରିବାକୁ ଇଛା କରୁଥିବା ବ୍ୟକ୍ତି' - ଏକ ପଦରେ ପ୍ରକାଶ କର ?

  1. AOption (a)

    ଜିଙ୍ଘାସୁ

  2. BOption (b)

    ଜିହିର୍ଶୁ

  3. COption (c)

    ଜିଜୀବିଷୁ

  4. DOption (d)

    ହତ୍ୟାକାରୀ

View answer & explanation

Correct answer

Answer: (a)A.

ଜିଙ୍ଘାସୁ

Explanation not yet available.

Question 76

Odisha Police SI 2023• Test

'ଲୋଭରୁ ପାପ, ପାପରୁ ମୃତ୍ୟୁ- ଏଠାରେ କେଉଁ ବିଭକ୍ତିର ପ୍ରୟୋଗ ହୋଇଛି ?

  1. AOption (a)

    ତୃତୀୟା ବିଭକ୍ତି

  2. BOption (b)

    ଚତୁର୍ଥୀ ବିଭକ୍ତି 

  3. COption (c)

    ପଞ୍ଚମୀ ବିଭକ୍ତି 

  4. DOption (d)

    ସପ୍ତମୀ ବିଭକ୍ତି

View answer & explanation

Correct answer

Answer: (a)A.

ତୃତୀୟା ବିଭକ୍ତି

Explanation not yet available.

Question 77

Odisha Police SI 2023• Test

କ୍ରିୟା ପଦର ଶେଷରେ ଲାଗିଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ କ'ଣ କୁହାଯାଏ ?

  1. AOption (a)

    କ୍ରିୟା ବିଭକ୍ତି

  2. BOption (b)

    କ୍ରିୟା ବିଶେଷଣ 

  3. COption (c)

    ସକର୍ମକ କ୍ରିୟା 

  4. DOption (d)

    ଅକର୍ମକ କ୍ରିୟା

View answer & explanation

Correct answer

Answer: (a)A.

କ୍ରିୟା ବିଭକ୍ତି

Explanation not yet available.

Question 78

Odisha Police SI 2023• Test

'ଧମକେଇବା' - ଏହା କେଉଁ ପ୍ରକାର କ୍ରିୟା ପଦ ?

  1. AOption (a)

    ସକର୍ମକ କ୍ରିୟା

  2. BOption (b)

    ଅକର୍ମକ କ୍ରିୟା 

  3. COption (c)

    ଅମିଶ୍ର କ୍ରିୟା

  4. DOption (d)

    ନାମଧାତୁ କ୍ରିୟା

View answer & explanation

Correct answer

Answer: (a)A.

ସକର୍ମକ କ୍ରିୟା

Explanation not yet available.

Question 79

Odisha Police SI 2023• Test

'ତଥାପି' - ଏହା କି ପ୍ରକାରର ଅବ୍ୟୟ ପଦ ? 

  1. AOption (a)

    ସଂଯୋଜକ

  2. BOption (b)

    ବିଯୋଜକ

  3. COption (c)

    ହେତୁ ବୋଧକ

  4. DOption (d)

    ସାମ୍ୟ ବୋଧକ

View answer & explanation

Correct answer

Answer: (a)A.

ସଂଯୋଜକ

Explanation not yet available.

Question 80

Odisha Police SI 2023• Test

'ବାକ୍ + ଆଡ଼ମ୍ବର'- ସନ୍ଧି କର ?

  1. AOption (a)

    ବାକାଡ଼ମ୍ବର

  2. BOption (b)

    ବାଗାଡ଼ମ୍ବର

  3. COption (c)

    ବାଡମ୍ବର 

  4. DOption (d)

    ବଗାଡ଼ମ୍ବର

View answer & explanation

Correct answer

Answer: (a)A.

ବାକାଡ଼ମ୍ବର

Explanation not yet available.