ନିମ୍ନ ଲିଖ୍ତ ଇଂରାଜୀ ବାକ୍ୟ ବା ବାକ୍ୟାଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Conspiracy requires meeting of mind'
- AOption (a)
ଷଡଯନ୍ତ୍ର ମନରୁ ସୃଷ୍ଟି ହୁଏ
- BOption (b)
ଷଡଯନ୍ତ୍ର ସହମତିରୁ ସୃଷ୍ଟି ହୁଏ
- COption (c)
ଷଡଯନ୍ତ୍ର ପାଇଁ ବୈଠକ କରାଯାଏ
- DOption (d)
ମଣିଷର ମନ ଷଡଯନ୍ତ୍ରକୁ ଭେଟେ
View answer & explanationHide answer & explanation
Correct answer
ଷଡଯନ୍ତ୍ର ମନରୁ ସୃଷ୍ଟି ହୁଏ