Search Previous Year Questions

Find real questions from previous competitive exam papers with answers and solutions.

Leave the keyword blank to browse saved questions for your selected exam, newest papers first. Add a keyword, year or topic to narrow the results.

Browse complete papers
Showing 10 question(s)
Clear

Question 81

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ନିମ୍ନୋକ୍ତ ବାକ୍ୟରେ ରେଖାଙ୍କିତ କେଉଁ ଶବ୍ଦଟି ସର୍ବନାମ ନୁହେଁ ଚିହ୍ନଟ କର ।

ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରିଛନ୍ତି ।

  1. AOption (a)

    ମୁଁ

  2. BOption (b)

    କୃତଜ୍ଞ

  3. COption (c)

    ଆପଣ

  4. DOption (d)

    ମୋ

View answer & explanation

Correct answer

Answer: (a)A.

ମୁଁ

Explanation not yet available.

Question 82

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌ���ମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏହି ବାକ୍ୟଟିରେ କେଉଁଟି ଅବ୍ୟୟ ପଦ?

  1. AOption (a)

    ହେ

  2. BOption (b)

    ମହାତ୍ମା

  3. COption (c)

    ଆପଣ

  4. DOption (d)

    କାହାକୁ

View answer & explanation

Correct answer

Answer: (a)A.

ହେ

Explanation not yet available.

Question 83

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ଅନୁଚ୍ଛେଦଟିରେ ଅବତାରଣା କରାଯାଇଥ୍‌ବା କ୍ଷୁଦ୍ର କାହାଣୀଟିର ସାରମର୍ମ କ' ଣ ?

  1. AOption (a)

    ସମାଜରେ କିଶୋରୀ କିଶୋର ମାନଙ୍କୁ ଅଗ୍ରାଧିକାର ଦେବା |

  2. BOption (b)

    ସମାଜର ସମସ୍ତ ବର୍ଗ ଲୋକଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ।

  3. COption (c)

    ଅନ୍ତଃକରଣରେ ଚାହୁଁଥୁବା ଲୋକଙ୍କ ପାଖକୁ ସ୍ଵତଃପ୍ରବୃତ୍ତ ପହଞ୍ଚିବା ।

  4. DOption (d)

    ଛୋଟ ଝିଅଟିପରି ସମାଜର ମହାତ୍ମାମାନଙ୍କୁ ଅଭ୍ୟର୍ଥନା ଦେବା |

View answer & explanation

Correct answer

Answer: (a)A.

ସମାଜରେ କିଶୋରୀ କିଶୋର ମାନଙ୍କୁ ଅଗ୍ରାଧିକାର ଦେବା |

Explanation not yet available.

Question 84

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତ���ମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।- ଏହି ବାକ୍ୟର ରେଖାଙ୍କିତ ଶବ୍ଦଟିରେ କେଉଁ ବିଭକ୍ତି ବ୍ୟାବହୂତ ହୋଇଛି ହୋଇଛି ନିର୍ଣ୍ଣୟ କର

  1. AOption (a)

    ଦ୍ଵିତୀୟା 

  2. BOption (b)

    ଚତୁର୍ଥୀ 

  3. COption (c)

    ପଞ୍ଚମୀ 

  4. DOption (d)

    ଷଷ୍ଠି

View answer & explanation

Correct answer

Answer: (a)A.

ଦ୍ଵିତୀୟା 

Explanation not yet available.

Question 85

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ସହରର ମୁଖ୍ୟଲୋକମାନେ ମହାତ୍ମା ବୁଦ୍ଧଙ୍କୁ କିଛି କହିବାକୁ କାହିଁକି ଅନୁରୋଧ କଲେ ?

  1. AOption (a)

    ମହାତ୍ମା ବୁଦ୍ଧ ସେମାନଙ୍କ ସହରକୁ ଆସି ରହିବା ସ୍ଥାନରେ ବିଶ୍ରାମ ନେଉଥିଲେ ।

  2. BOption (b)

    ସେମାନେ ତାଙ୍କଠାରୁ ଶୁଣିବାକୁ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ  ।

  3. COption (c)

    ସହରର ଗଣ୍ୟମାନ୍ୟ ସମସ୍ତ ଲୋକ ମହାତ୍ମାଙ୍କ ବିଶ୍ରାମ ସ୍ଥଳରେ ଉପସ୍ଥିତ ଥିଲେ ।

  4. DOption (d)

    ସମସ୍ତ ଲୋକ ତାଙ୍କୁ ଶୁଣିବାକୁ ବ୍ୟଗ୍ରହୋଇ ରହିଥିବାବେଳେ ବୁଦ୍ଧ ବାରମ୍ବାର ରାସ୍ତାକୁ ଚାହିଁ ରହିଥିଲେ ।

View answer & explanation

Correct answer

Answer: (a)A.

ମହାତ୍ମା ବୁଦ୍ଧ ସେମାନଙ୍କ ସହରକୁ ଆସି ରହିବା ସ୍ଥାନରେ ବିଶ୍ରାମ ନେଉଥିଲେ ।

Explanation not yet available.

Question 86

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ଝିଅଟି ସଭାସ୍ଥଳରେ ପହଞ୍ଚିବାପରେ ରୁଣ୍ଡ ହୋଇଥିବା ଲୋକମାନେ କାହିଁକି ହସି ଉଠିଲେ ?

  1. AOption (a)

    ଝିଅଟି ବିଳମ୍ବରେ ସଭାସ୍ଥଳରେ ପହଞ୍ଚିବାରୁ ଲୋକମାନେ ହସି ଉଠିଲେ |

  2. BOption (b)

    "ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ"- ଏକଥା ଝିଅଟି ବୁଦ୍ଧଙ୍କୁ କହିବାରୁ |

  3. COption (c)

    “କାହିଁକି, ତୁ କ'ଣ ମହାରାଣୀ?"- ଏପରି ସଭାସ୍ଥଳରୁ ଜଣେ କହିବାରୁ, ସମସ୍ତେ ହସିଲେ |

  4. DOption (d)

    ଛୋଟ ଝିଅଟିଏ ବୁଦ୍ଧଙ୍କ ସହିତ ସିଧା ସଳଖ କଥାବାର୍ତ୍ତା ହେବାରୁ ସମସ୍ତେ ହସିଲେ ।

View answer & explanation

Correct answer

Answer: (a)A.

ଝିଅଟି ବିଳମ୍ବରେ ସଭାସ୍ଥଳରେ ପହଞ୍ଚିବାରୁ ଲୋକମାନେ ହସି ଉଠିଲେ |

Explanation not yet available.

Question 87

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚ��ଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ସହରର କିଶୋରୀ ଜଣକ କାହିଁକି ଗୌତମ ବୁଦ୍ଧଙ୍କୁ ଅପେକ୍ଷା କରିବାକୁ କହିଲା?

  1. AOption (a)

    ସେ ବିଲରେ କାମକରୁଥିବା ବାପାଙ୍କ ପାଇଁ ଖାଦ୍ୟ ନେଇଯାଉଥିଲା ।

  2. BOption (b)

    ବିଲରୁ ଫେରିବାରେ କାଳେ ବିଳମ୍ବ ହେବ ସେଥ୍‌ପାଇଁ ଅପେକ୍ଷା କରିବାକୁ କହିଲା ।

  3. COption (c)

    ଚାରି ବର୍ଷ ବୟସରୁ ବୁଦ୍ଧଙ୍କୁ ଦେଖିବାକୁ ଓ ଶୁଣିବାକୁ ସେ ଅପେକ୍ଷା କରିରହିଥିଲା |

  4. DOption (d)

    ଗୌତମ ବୁଦ୍ଧଙ୍କୁ ସେ ବହୁତ ଭଲ ପାଉଥିଲା ଏବଂ ତାଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ । ଚାହୁଁଥିଲା ।

View answer & explanation

Correct answer

Answer: (a)A.

ସେ ବିଲରେ କାମକରୁଥିବା ବାପାଙ୍କ ପାଇଁ ଖାଦ୍ୟ ନେଇଯାଉଥିଲା ।

Explanation not yet available.

Question 88

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

କିଶୋରୀ କହିଲା, “ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ” ।- ​ଏହି ଉକ୍ତିଟିକୁ ପରୋକ୍ଷ ଉକ୍ତିରେ ପରିବର୍ତ୍ତନ କର  ।

  1. AOption (a)

    କିଶୋରୀ କହିଲା ଯେ ବୁଦ୍ଧ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ ।

  2. BOption (b)

    କିଶୋରୀ କହିଲା ଯେ ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ |

  3. COption (c)

    କିଶୋରୀ ବୁଦ୍ଧଙ୍କୁ କହିଲା ଆପଣ ନିଶ୍ଚିତ ଭାବେ ସେମାନଙ୍କ ସହରର ଲୋକଙ୍କୁ କିଛି କହିବେ ।

  4. DOption (d)

    କିଶୋରୀ ବୁଦ୍ଧଙ୍କୁ କହିଲା ଯେ ନିଶ୍ଚିତ ଭାବେ ସେ ତା' ସହରର ଲୋକଙ୍କୁ କିଛି କହିବେ |

View answer & explanation

Correct answer

Answer: (a)A.

କିଶୋରୀ କହିଲା ଯେ ବୁଦ୍ଧ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ ।

Explanation not yet available.

Question 89

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ��ୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ସହରର ଲୋକମାନଙ୍କ ଅନୁରୋଧ ସର୍ତ୍ତେ କାହିଁକି ମହାତ୍ମା ବୁଦ୍ଧ କହିବାକୁ ଆରମ୍ଭ କରିନଥିଲେ ?

  1. AOption (a)

    ସହରର ଗଣ୍ୟମାନ୍ୟ ସମସ୍ତ ଲୋକ ସଭାସ୍ଥଳକୁ ଆସିବାକୁ ସେ ଅପେକ୍ଷା କରିଥ୍‌ଲେ |

  2. BOption (b)

    ସହରକୁ ଯିବା ରାସ୍ତାରେ ଦେଖା ହୋଇଥିବା ଝିଅଟିକୁ ସେ ଅପେକ୍ଷା କରିଥିଲେ ।

  3. COption (c)

    ଝିଅଟିର ଅନୁରୋଧ ରକ୍ଷାକରିବାକୁ ମହାତ୍ମା ବୁଦ୍ଧ କହିବା ଆରମ୍ଭ କରି ନ ଥିଲେ ।

  4. DOption (d)

    କିଶୋରୀ ଝିଅଟି ତା' ବାପାଙ୍କୁ ଖାଦ୍ୟଦେଇ ସଭାସ୍ଥଳକୁ ଆସି ନଥିଲା  |

View answer & explanation

Correct answer

Answer: (a)A.

ସହରର ଗଣ୍ୟମାନ୍ୟ ସମସ୍ତ ଲୋକ ସଭାସ୍ଥଳକୁ ଆସିବାକୁ ସେ ଅପେକ୍ଷା କରିଥ୍‌ଲେ |

Explanation not yet available.

Question 90

Odisha Police Jail Warder 2017• Test

ଗୌତମବୁଦ୍ଧ ପହଞ୍ଚିଲେ ଗୋଟିଏ ନୂଆ ସହରରେ । ବାଟରେ ଦେଖାହେଲା ଗୋଟିଏ କିଶୋରୀ ସହିତ । ବୟସ ତେର କି ଚଉଦ ହେବ । କିଶୋରୀ କହିଲା, ବୁଦ୍ଧ, ଆପଣ ନିଶ୍ଚିତ ଭାବେ ଆମ ସହରର ଲୋକଙ୍କୁ କିଛି କହିବେ । ମୁଁ ଏବେ ମୋ ବାପାଙ୍କ ପାଇଁ ବିଲକୁ ଖାଦ୍ୟ ନେଇ ଯାଉଛି । ଆପଣଙ୍କୁ ଶୁଣିବା ଲାଗି ଠିକ୍‌ ସମୟରେ ଫେରିବି । କିନ୍ତୁ ମୁଁ ଯଦି ଦଇବାତ୍‌ ଫେରି ନ ପାରିଲି ମୋ ପାଇଁ ଟିକିଏ ଅପେକ୍ଷା କରିଥିବେ । ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି । ବୁଦ୍ଧ ଯେଉଁଠି ବିଶ୍ରାମ ନେଉଥ୍‌ଲେ ସେଠାରେ ପୁରା ସହର ରୁଣ୍ଡ ହୋଇଗଲା । ସହର ମୁଖ୍ୟ ମୁଖ୍ୟ ଲୋକ ଆଗ ଧାଡିରେ ବସିଗଲେ । ସେମାନେ ସମସ୍ତେ ଅନୁରୋଧ କଲେ ମହାତ୍ମା, କିଛି କହନ୍ତୁ । ଆମେ ଆପଣଙ୍କ ଠାରୁ କିଛି ଶୁଣିବାକୁ ବ୍ୟଗ୍ର ହୋଇ ବସିଛୁ । ବୁଦ୍ଧ କହିଲେ, ହଁ କହିବି । ଏହା କହି ସେ ବାରମ୍ବାର ରାସ୍ତାକୁ ଚାହୁଁଥାନ୍ତି । ସେଠାରେ ଜମିଥିବା ଲୋକଙ୍କ ଭିତରୁ ଜଣେ କହିଲେ - ହେ, ମହାତ୍ମା, ଆପଣ କାହାକୁ ଅପେକ୍ଷା କରିଛନ୍ତି ? ଏଠିତ ସହରର ସବୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ଅଛନ୍ତି । 

ବୁଦ୍ଧ କହିଲେ - ତାହା ସତ | କିନ୍ତୁ ମୁଁ ଯାହା ଲାଗି ଏ ସହରକୁ ଆସିଛି ସେ ତ ନାହିଁ । ଏଇ ସମୟରେ ସେଠାରେ ପହଞ୍ଚିଗଲା ଛୋଟ ଝିଅଟି ଏବଂ କହିଲା - ବୁଦ୍ଧ ମୋର ଟିକିଏ ବିଳମ୍ବ ହୋଇଗଲା । ମୁଁ କୃତଜ୍ଞ ଆପଣ ମୋ ଲାଗି ଅପେକ୍ଷା କରଛନ୍ତି । କିନ୍ତୁ ମୁଁ ଜାଣିଥିଲି ଯେ ଆପଣ ମୋ ଲାଗି ଅପେକ୍ଷା କରିବେ ?

ସେଠାରେ ଥିବା ଲୋକ ହସି ଉଠିଲେ । ଜଣେ କହିଲା - କାହିଁକି, ତୁ କ'ଣ ମହାରାଣୀ ?

ବୁଦ୍ଧ କହିଲେ - ସେ ଠିକ୍‌ ଜାଣିଥ୍‌ଲା । ଏବେ ତାକୁ କହିବାକୁ ଦିଅନ୍ତୁ | ଝିଅ ଛେପ ଢୋକି କହିଲା - ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । କାରଣ ମୁଁ ଆପଣଙ୍କ ଲାଗି କେତେ ବର୍ଷ ଅପେକ୍ଷା କରିଛି । ମୋ ବୟସ ଯେତିକି ବେଳେ ଚାରି ବର୍ଷ ମୁଁ ସେବେଠାରୁ ଆପଣଙ୍କୁ ଦେଖିବାକୁ ଓ ଆପଣଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଥିଲି । ମୋ ଅପେକ୍ଷା ବୋଧହୁଏ ଦଶ ବର୍ଷରୁ ଅଧିକ ହେଲାଣି । ତେଣୁ ମୁଁ ଜାଣିଥିଲି ଆପଣ ମୋ ଲାଗି ଅପେକ୍ଷା କରିବେ । ବୁଦ୍ଧ କହିଲେ, ଝିଅ, ତୁମେ ଠିକ୍‌ ବୁଝିପାରୁଛ | ଯେମିତି ତୃଷା ଥିବା ଲୋକ ପାଖକୁ ପାଣି ପହଞ୍ଚିବା ଦରକାର, ସେମିତି ତୁମ ପାଖରେ ମୁଁ ପହଞ୍ଚିବା ଦରକାର, ବୋଲି ମୁଁ ଏ ସହରକୁ ଆସିଛି । ମୁଁ କେବଳ ତୁମରି ଲାଗି ଏ ସହରକୁ ଆସିଛି । ଛୋଟ ଝିଅ ଆଖିରୁ କେଇ ବୁନ୍ଦା ଲୁହ ଖସିପଡିଲା ।

ସହରରେ ଚାରିଆଡେ ବ୍ୟାପିଗଲା ଯେ ଗୌତମବୁଦ୍ଧ ଆସିଛନ୍ତି ।- ଏହା କେଉଁ ପ୍ରକାର ବାକ୍ୟ ନିର୍ଣ୍ଣୟ କର ।

  1. AOption (a)

    ସରଳ 

  2. BOption (b)

    ଯୌଗିକ 

  3. COption (c)

    ଜଟିଳ 

  4. DOption (d)

    କୌଣସିଟି ନୁହେଁ 

View answer & explanation

Correct answer

Answer: (a)A.

ସରଳ 

Explanation not yet available.