Search Previous Year Questions

Find real questions from previous competitive exam papers with answers and solutions.

Leave the keyword blank to browse saved questions for your selected exam, newest papers first. Add a keyword, year or topic to narrow the results.

Browse complete papers
Showing 10 question(s)
Clear

Question 141

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ବିଶ୍ୱାସର ଅନ୍ୟ ଏକ ନିକଟ ପ୍ରତିଶବ୍ଦ ହେଲା- ପ୍ରତ୍ୟେୟ। ଆମେ ସାଧାରଣତଃ ବ୍ୟବହାର କରିଥାଉ- ଆତ୍ମ ପ୍ରତ୍ୟେୟ। ଏହା କ'ଣ ? ଆଉ ବିଶ୍ଵାସ ଠାରୁ ଆତ୍ମ ପ୍ରତ୍ୟେୟ କିପରି ଭିନ୍ନ ? ନିଜକୁ ଚିହ୍ନ, ନିଜ ଉପରେ ଆସ୍ଥା ସ୍ଥାପନ କରିବାହେଲା ଆତ୍ମ ପ୍ରତ୍ୟେୟ। ଯାହାକି ଆତ୍ମଜ୍ଞାନର ଆଧାର ଉପରେ ପ୍ରତିଷ୍ଠିତ। ନିଜକୁ ପ୍ରଥମେ ଚିହ୍ନିବାକୁ ହୁଏ। ନିଜର ଶକ୍ତି ସାମର୍ଥ୍ୟ ତଥା ଅବସ୍ଥା ପରିସ୍ଥିତି ସମ୍ପର୍କରେ ଅବହିତ ହେବାକୁ ହୁଏ। ତାହାପରେ ଆତ୍ମ ବିଶ୍ବାସ ଗଢ଼ି ଉଠେ। ଆତ୍ମରିତା - ଆତ୍ମ ବିଶ୍ବାସ ନୁହେଁ। କାରଣ ତାହା ଆତ୍ମ ପ୍ରତ୍ୟେୟ ଉପରେ ପ୍ରତିଷ୍ଠିତ ନୁହେଁ। ମଣିଷ ନିଜକୁ ଯଥାଯଥ ଭାବରେ ଚିହ୍ନି ପାରିଲେ- ତାହା ମନରୁ ଅହଙ୍କାର ମୂଳତଃ ଅପସାରିତ ହୋଇଯିବ। ନିଜର କର୍ମ କ୍ଷମତା, ନିଜର ଆର୍ଥିକ ସ୍ଥିତି, ନିଜର ସାମାଜିକ, ପାରିବାରିକ ସ୍ଥିତି ସମ୍ପର୍କରେ ଅବହିତ ରହି ପାରିଲେ ମନରୁ ଅଯଥା ଅହଙ୍କାର ଓ ଗ୍ଲାନିକୁ ଦୂରେଇ ହେବ। ସେ ଦୃଷ୍ଟିରୁ ଆତ୍ମ ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ନିଜକୁ ଜାଣିବା ହିଁ ପ୍ରାଥମିକ କର୍ତ୍ତବ୍ୟ।

‘ବିଶ୍ୱାସ’ର ଅନ୍ୟ ଏକ ନିକଟ ପ୍ରତିଶବ୍ଦ କ'ଣ ? 

  1. AOption (a)

    ଅବିଶ୍ବାସ

  2. BOption (b)

    ସନ୍ଦେହ

  3. COption (c)

    ପ୍ରତ୍ୟେୟ

  4. DOption (d)

    ଅପ୍ରତ୍ୟେୟ

View answer & explanation

Correct answer

Answer: (a)A.

ଅବିଶ୍ବାସ

Explanation not yet available.

Question 142

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ବିଶ୍ୱାସର ଅନ୍ୟ ଏକ ନିକଟ ପ୍ରତିଶବ୍ଦ ହେଲା- ପ୍ରତ୍ୟେୟ। ଆମେ ସାଧାରଣତଃ ବ୍ୟବହାର କରିଥାଉ- ଆତ୍ମ ପ୍ରତ୍ୟେୟ। ଏହା କ'ଣ ? ଆଉ ବିଶ୍ଵାସ ଠାରୁ ଆତ୍ମ ପ୍ରତ୍ୟେୟ କିପରି ଭିନ୍ନ ? ନିଜକୁ ଚିହ୍ନ, ନିଜ ଉପରେ ଆସ୍ଥା ସ୍ଥାପନ କରିବାହେଲା ଆତ୍ମ ପ୍ରତ୍ୟେୟ। ଯାହାକି ଆତ୍ମଜ୍ଞାନର ଆଧାର ଉପରେ ପ୍ରତିଷ୍ଠିତ। ନିଜକୁ ପ୍ରଥମେ ଚିହ୍ନିବାକୁ ହୁଏ। ନିଜର ଶକ୍ତି ସାମର୍ଥ୍ୟ ତଥା ଅବସ୍ଥା ପରିସ୍ଥିତି ସମ୍ପର୍କରେ ଅବହିତ ହେବାକୁ ହୁଏ। ତାହାପରେ ଆତ୍ମ ବିଶ୍ବାସ ଗଢ଼ି ଉଠେ। ଆତ୍ମରିତା - ଆତ୍ମ ବିଶ୍ବାସ ନୁହେଁ। କାରଣ ତାହା ଆତ୍ମ ପ୍ରତ୍ୟେୟ ଉପରେ ପ୍ରତିଷ୍ଠିତ ନୁହେଁ। ମଣିଷ ନିଜକୁ ଯଥାଯଥ ଭାବରେ ଚିହ୍ନି ପାରିଲେ- ତାହା ମନରୁ ଅହଙ୍କାର ମୂଳତଃ ଅପସାରିତ ହୋଇଯିବ। ନିଜର କର୍ମ କ୍ଷମତା, ନିଜର ଆର୍ଥିକ ସ୍ଥିତି, ନିଜର ସାମାଜିକ, ପାରିବାରିକ ସ୍ଥିତି ସମ୍ପର୍କରେ ଅବହିତ ରହି ପାରିଲେ ମନରୁ ଅଯଥା ଅହଙ୍କାର ଓ ଗ୍ଲାନିକୁ ଦୂରେଇ ହେବ। ସେ ଦୃଷ୍ଟିରୁ ଆତ୍ମ ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ନିଜକୁ ଜାଣିବା ହିଁ ପ୍ରାଥମିକ କର୍ତ୍ତବ୍ୟ।

ନିଜକୁ ଚିହ୍ନି ନିଜ ଉପରେ ଆସ୍ଥା ସ୍ଥାପନ କରିବା ହେଲା ___________। 

  1. AOption (a)

    ଆତ୍ମ ପ୍ରତ୍ୟେୟ

  2. BOption (b)

    ବିଶ୍ୱାସ

  3. COption (c)

    ଅଲୌକିକ ଶକ୍ତି

  4. DOption (d)

    ଦିବ୍ୟ ଜ୍ଞାନ

View answer & explanation

Correct answer

Answer: (a)A.

ଆତ୍ମ ପ୍ରତ୍ୟେୟ

Explanation not yet available.

Question 143

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ବିଶ୍ୱାସର ଅନ୍ୟ ଏକ ନିକଟ ପ୍ରତିଶବ୍ଦ ହେଲା- ପ୍ରତ୍ୟେୟ। ଆମେ ସାଧାରଣତଃ ବ୍ୟବହାର କରିଥାଉ- ଆତ୍ମ ପ୍ରତ୍ୟେୟ। ଏହା କ'ଣ ? ଆଉ ବିଶ୍ଵାସ ଠାରୁ ଆତ୍ମ ପ୍ରତ୍ୟେୟ କିପରି ଭିନ୍ନ ? ନିଜକୁ ଚିହ୍ନ, ନିଜ ଉପରେ ଆସ୍ଥା ସ୍ଥାପନ କରିବାହେଲା ଆତ୍ମ ପ୍ରତ୍ୟେୟ। ଯାହାକି ଆତ୍ମଜ୍ଞାନର ଆଧାର ଉପରେ ପ୍ରତିଷ୍ଠିତ। ନିଜକୁ ପ୍ରଥମେ ଚିହ୍ନିବାକୁ ହୁଏ। ନିଜର ଶକ୍ତି ସାମର୍ଥ୍ୟ ତଥା ଅବସ୍ଥା ପରିସ୍ଥିତି ସମ୍ପର୍କରେ ଅବହିତ ହେବାକୁ ହୁଏ। ତାହାପରେ ଆତ୍ମ ବିଶ୍ବାସ ଗଢ଼ି ଉଠେ। ଆତ୍ମରିତା - ଆତ୍ମ ବିଶ୍ବାସ ନୁହେଁ। କାରଣ ତାହା ଆତ୍ମ ପ୍ରତ୍ୟେୟ ଉପରେ ପ୍ରତିଷ୍ଠିତ ନୁହେଁ। ମଣିଷ ନିଜକୁ ଯଥାଯଥ ଭାବରେ ଚିହ୍ନି ପାରିଲେ- ତାହା ମନରୁ ଅହଙ୍କାର ମୂଳତଃ ଅପସାରିତ ହୋଇଯିବ। ନିଜର କର୍ମ କ୍ଷମତା, ନିଜର ଆର୍ଥିକ ସ୍ଥିତି, ନିଜର ସାମାଜିକ, ପାରିବାରିକ ସ୍ଥିତି ସମ୍ପର୍କରେ ଅବହିତ ରହି ପାରିଲେ ମନରୁ ଅଯଥା ଅହଙ୍କାର ଓ ଗ୍ଲାନିକୁ ଦୂରେଇ ହେବ। ସେ ଦୃଷ୍ଟିରୁ ଆତ୍ମ ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ନିଜକୁ ଜାଣିବା ହିଁ ପ୍ରାଥମିକ କର୍ତ୍ତବ୍ୟ।

ମଣିଷ ନିଜକୁ ଠିକ ଭାବରେ ଚିହ୍ନି ପାରିଲେ ତା'ମନରୁ କ'ଣ ଅପସାରିତ ହୋଇଯିବ ? 

  1. AOption (a)

    ଈଶ୍ୱର ଭକ୍ତି

  2. BOption (b)

    କ୍ରୋଧ

  3. COption (c)

    ଅହଙ୍କାର

  4. DOption (d)

    ଅବସୋସ

View answer & explanation

Correct answer

Answer: (a)A.

ଈଶ୍ୱର ଭକ୍ତି

Explanation not yet available.

Question 144

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ବିଶ୍ୱାସର ଅନ୍ୟ ଏକ ନିକଟ ପ୍ରତିଶବ୍ଦ ହେଲା- ପ୍ରତ୍ୟେୟ। ଆମେ ସାଧାରଣତଃ ବ୍ୟବହାର କରିଥାଉ- ଆତ୍ମ ପ୍ରତ୍ୟେୟ। ଏହା କ'ଣ ? ଆଉ ବିଶ୍ଵାସ ଠାରୁ ଆତ୍ମ ପ୍ରତ୍ୟେୟ କିପରି ଭିନ୍ନ ? ନିଜକୁ ଚିହ୍ନ, ନିଜ ଉପରେ ଆସ୍ଥା ସ୍ଥାପନ କରିବାହେଲା ଆତ୍ମ ପ୍ରତ୍ୟେୟ। ଯାହାକି ଆତ୍ମଜ୍ଞାନର ଆଧାର ଉପରେ ପ୍ରତିଷ୍ଠିତ। ନିଜକୁ ପ୍ରଥମେ ଚିହ୍ନିବାକୁ ହୁଏ। ନିଜର ଶକ୍ତି ସାମର୍ଥ୍ୟ ତଥା ଅବସ୍ଥା ପରିସ୍ଥିତି ସମ୍ପର୍କରେ ଅବହିତ ହେବାକୁ ହୁଏ। ତାହାପରେ ଆତ୍ମ ବିଶ୍ବାସ ଗଢ଼ି ଉଠେ। ଆତ୍ମରିତା - ଆତ୍ମ ବିଶ୍ବାସ ନୁହେଁ। କାରଣ ତାହା ଆତ୍ମ ପ୍ରତ୍ୟେୟ ଉପରେ ପ୍ରତିଷ୍ଠିତ ନୁହେଁ। ମଣିଷ ନିଜକୁ ଯଥାଯଥ ଭାବରେ ଚିହ୍ନି ପାରିଲେ- ତାହା ମନରୁ ଅହଙ୍କାର ମୂଳତଃ ଅପସାରିତ ହୋଇଯିବ। ନିଜର କର୍ମ କ୍ଷମତା, ନିଜର ଆର୍ଥିକ ସ୍ଥିତି, ନିଜର ସାମାଜିକ, ପାରିବାରିକ ସ୍ଥିତି ସମ୍ପର୍କରେ ଅବହିତ ରହି ପାରିଲେ ମନରୁ ଅଯଥା ଅହଙ୍କାର ଓ ଗ୍ଲାନିକୁ ଦୂରେଇ ହେବ। ସେ ଦୃଷ୍ଟିରୁ ଆତ୍ମ ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ନିଜକୁ ଜାଣିବା ହିଁ ପ୍ରାଥମିକ କର୍ତ୍ତବ୍ୟ।

କ'ଣ ଆତ୍ମବିଶ୍ବାସ ନୁହେଁ, କାରଣ ତାହା ଆତ୍ମ ପ୍ରତ୍ୟେୟ ଉପରେ ପ୍ରତିଷ୍ଠିତ ନୁହେଁ ?

  1. AOption (a)

    ଆତ୍ମରିତା

  2. BOption (b)

    ଆର୍ଥିକ ସ୍ଥିତି

  3. COption (c)

    କର୍ମ କ୍ଷମତା

  4. DOption (d)

    ପାରିବାରିକ ସ୍ଥିତି

View answer & explanation

Correct answer

Answer: (a)A.

ଆତ୍ମରିତା

Explanation not yet available.

Question 145

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ବିଶ୍ୱାସର ଅନ୍ୟ ଏକ ନିକଟ ପ୍ରତିଶବ୍ଦ ହେଲା- ପ୍ରତ୍ୟେୟ। ଆମେ ସାଧାରଣତଃ ବ୍ୟବହାର କରିଥାଉ- ଆତ୍ମ ପ୍ରତ୍ୟେୟ। ଏହା କ'ଣ ? ଆଉ ବିଶ୍ଵାସ ଠାରୁ ଆତ୍ମ ପ୍ରତ୍ୟେୟ କିପରି ଭିନ୍ନ ? ନିଜକୁ ଚିହ୍ନ, ନିଜ ଉପରେ ଆସ୍ଥା ସ୍ଥାପନ କରିବାହେଲା ଆତ୍ମ ପ୍ରତ୍ୟେୟ। ଯାହାକି ଆତ୍ମଜ୍ଞାନର ଆଧାର ଉପରେ ପ୍ରତିଷ୍ଠିତ। ନିଜକୁ ପ୍ରଥମେ ଚିହ୍ନିବାକୁ ହୁଏ। ନିଜର ଶକ୍ତି ସାମର୍ଥ୍ୟ ତଥା ଅବସ୍ଥା ପରିସ୍ଥିତି ସମ୍ପର୍କରେ ଅବହିତ ହେବାକୁ ହୁଏ। ତାହାପରେ ଆତ୍ମ ବିଶ୍ବାସ ଗଢ଼ି ଉଠେ। ଆତ୍ମରିତା - ଆତ୍ମ ବିଶ୍ବାସ ନୁହେଁ। କାରଣ ତାହା ଆତ୍ମ ପ୍ରତ୍ୟେୟ ଉପରେ ପ୍ରତିଷ୍ଠିତ ନୁହେଁ। ମଣିଷ ନିଜକୁ ଯଥାଯଥ ଭାବରେ ଚିହ୍ନି ପାରିଲେ- ତାହା ମନରୁ ଅହଙ୍କାର ମୂଳତଃ ଅପସାରିତ ହୋଇଯିବ। ନିଜର କର୍ମ କ୍ଷମତା, ନିଜର ଆର୍ଥିକ ସ୍ଥିତି, ନିଜର ସାମାଜିକ, ପାରିବାରିକ ସ୍ଥିତି ସମ୍ପର୍କରେ ଅବହିତ ରହି ପାରିଲେ ମନରୁ ଅଯଥା ଅହଙ୍କାର ଓ ଗ୍ଲାନିକୁ ଦୂରେଇ ହେବ। ସେ ଦୃଷ୍ଟିରୁ ଆତ୍ମ ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ। ନିଜକୁ ଜାଣିବା ହିଁ ପ୍ରାଥମିକ କର୍ତ୍ତବ୍ୟ।

କେଉଁ ଜ୍ଞାନକୁ ଶ୍ରେଷ୍ଠ ଜ୍ଞାନ ବୋଲି କୁହାଯାଇଛି ? 

  1. AOption (a)

    ଆତ୍ମଜ୍ଞାନ

  2. BOption (b)

    ବିଶ୍ବାସ ଜ୍ଞାନ

  3. COption (c)

    ସାମର୍ଥ୍ୟ ଜ୍ଞାନ

  4. DOption (d)

    ପାରିବାରିକ ଜ୍ଞାନ

View answer & explanation

Correct answer

Answer: (a)A.

ଆତ୍ମଜ୍ଞାନ

Explanation not yet available.

Question 146

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ମହାମେଘବାହାନ ଖ୍ରୀଷ୍ଟପୂର୍ବ ୭୩ ରେ କଳିଙ୍ଗକୁ ସ୍ୱାଧୀନ ରାଷ୍ଟ୍ର ରୂପେ ଘୋଷଣା କରି ଏକ ଦୃଢ ଶାସନର ମୂଳଦୁଆ ସ୍ଥାପନ କରିଥିଲେ। ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକଙ୍କ ବିଜୟ ପରେ ଖ୍ରୀଷ୍ଟପୂର୍ବ ୭୩ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶତାବ୍ଦୀ କାଳ କଳିଙ୍ଗରେ ମଗଧର କର୍ତ୍ତୃତ୍ଵ ପ୍ରତିଷ୍ଠିତ ଥିଲା | ତେଣୁ କଳିଙ୍ଗର ସେହି ରାଜନୈତିକ ସ୍ୱାଧୀନତା ତାହାର ଇତିହାସରେ ଏକ ବିଶିଷ୍ଟ ଘଟଣା ରୂପେ ବିବେଚିତ ହୁଏ। ମହାମେଘବାହାନ ଭୁବନେଶ୍ଵର ନିକଟସ୍ଥ ଆଧୁନିକ ଶିଶୁପାଳଗଡ଼ ଠାରେ ଯେଉଁ ନୂତନ ରାଜଧାନୀ ନିର୍ମାଣ କରିଥିଲେ, ତାହା କଳିଙ୍ଗନଗରୀ ରୂପେ ନାମିତ ହୋଇଥିଲା। ସେଠାରେ ତାଙ୍କର ଦୁର୍ଗ ଓ ପ୍ରାସାଦମାନ ପ୍ରଧାନତଃ ମୃତ୍ତିକା ଦ୍ୱାରା ନିର୍ମିତ୍ତ ହୋଇଥିଲା। ଖାରବେଳଙ୍କ ଅଭିଷେକର ପୂର୍ବ ବର୍ଷ ପ୍ରବଳ ବାତ୍ୟା ଯୋଗୁଁ ଦୁର୍ଗ ପ୍ରାଚୀର ଓ ଅଟ୍ଟାଳିକା ମାନ କେତେକାଂଶରେ ଭାଙ୍ଗି ପଡିଥିଲା। ସମ୍ଭବତଃ ନୂତନ ସଙ୍ଗଠିତ ରାଜ୍ୟର ଦୃଢ଼ୀକରଣରେ ମହାମେଘବାହନଙ୍କର ସମସ୍ତ ଶକ୍ତି ଓ ସମ୍ବଳ ବିନିଯୁକ୍ତ ହୋଇଥିଲା। ସେ ରାଜଧାନୀର ନିର୍ମାଣ କାର୍ଯ୍ୟ ନିମନ୍ତେ ବିଶେଷ ଧ୍ୟାନ ଦେଇ ପାରିନଥିଲେ। ଖାରବେଳ ନିଜକୁ କଳିଙ୍ଗ ରାଜବଂଶର ତୃତୀୟ ପୁରୁଷ ରୂପେ ହାତୀଗୁମ୍ଫା ଅଭିଲେଖରେ ପ୍ରକାଶ କରିଛନ୍ତି। ତେଣୁ କଳିଙ୍ଗର ପ୍ରଥମ ଚେଦି ରାଜା ମହାମେଘବାହାନ ହେଉଛନ୍ତି ତାଙ୍କର ପିତାମହ। ମହାମେଘବାହାନଙ୍କ ପରେ ତାଙ୍କ ପୁତ୍ର କଳିଙ୍ଗର ରାଜା ହୋଇଥିଲେ।

ଖ୍ରୀଷ୍ଟପୂର୍ବ ୭୩ରେ କଳିଙ୍ଗକୁ ସ୍ବାଧୀନ ରାଷ୍ଟ୍ରବୋଲି କିଏ ଘୋଷଣା କରିଥିଲେ ? 

  1. AOption (a)

    ଖାରବେଳ

  2. BOption (b)

    ମହାମେଘବାହାନ

  3. COption (c)

    ମହାମେଘବାହାନଙ୍କ ପୁତ୍ର

  4. DOption (d)

    ଅଶୋକ

View answer & explanation

Correct answer

Answer: (a)A.

ଖାରବେଳ

Explanation not yet available.

Question 147

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ମହାମେଘବାହାନ ଖ୍ରୀଷ୍ଟପୂର୍ବ ୭୩ ରେ କଳିଙ୍ଗକୁ ସ୍ୱାଧୀନ ରାଷ୍ଟ୍ର ରୂପେ ଘୋଷଣା କରି ଏକ ଦୃଢ ଶାସନର ମୂଳଦୁଆ ସ୍ଥାପନ କରିଥିଲେ। ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକଙ୍କ ବିଜୟ ପରେ ଖ୍ରୀଷ୍ଟପୂର୍ବ ୭୩ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶତାବ୍ଦୀ କାଳ କଳିଙ୍ଗରେ ମଗଧର କର୍ତ୍ତୃତ୍ଵ ପ୍ରତିଷ୍ଠିତ ଥିଲା | ତେଣୁ କଳିଙ୍ଗର ସେହି ରାଜନୈତିକ ସ୍ୱାଧୀନତା ତାହାର ଇତିହାସରେ ଏକ ବିଶିଷ୍ଟ ଘଟଣା ରୂପେ ବିବେଚିତ ହୁଏ। ମହାମେଘବାହାନ ଭୁବନେଶ୍ଵର ନିକଟସ୍ଥ ଆଧୁନିକ ଶିଶୁପାଳଗଡ଼ ଠାରେ ଯେଉଁ ନୂତନ ରାଜଧାନୀ ନିର୍ମାଣ କରିଥିଲେ, ତାହା କଳିଙ୍ଗନଗରୀ ରୂପେ ନାମିତ ହୋଇଥିଲା। ସେଠାରେ ତାଙ୍କର ଦୁର୍ଗ ଓ ପ୍ରାସାଦମାନ ପ୍ରଧାନତଃ ମୃତ୍ତିକା ଦ୍ୱାରା ନିର୍ମିତ୍ତ ହୋଇଥିଲା। ଖାରବେଳଙ୍କ ଅଭିଷେକର ପୂର୍ବ ବର୍ଷ ପ୍ରବଳ ବାତ୍ୟା ଯୋଗୁଁ ଦୁର୍ଗ ପ୍ରାଚୀର ଓ ଅଟ୍ଟାଳିକା ମାନ କେତେକାଂଶରେ ଭାଙ୍ଗି ପଡିଥିଲା। ସମ୍ଭବତଃ ନୂତନ ସଙ୍ଗଠିତ ରାଜ୍ୟର ଦୃଢ଼ୀକରଣରେ ମହାମେଘବାହନଙ୍କର ସମସ୍ତ ଶକ୍ତି ଓ ସମ୍ବଳ ବିନିଯୁକ୍ତ ହୋଇଥିଲା। ସେ ରାଜଧାନୀର ନିର୍ମାଣ କାର୍ଯ୍ୟ ନିମନ୍ତେ ବିଶେଷ ଧ୍ୟାନ ଦେଇ ପାରିନଥିଲେ। ଖାରବେଳ ନିଜକୁ କଳିଙ୍ଗ ରାଜବଂଶର ତୃତୀୟ ପୁରୁଷ ରୂପେ ହାତୀଗୁମ୍ଫା ଅଭିଲେଖରେ ପ୍ରକାଶ କରିଛନ୍ତି। ତେଣୁ କଳିଙ୍ଗର ପ୍ରଥମ ଚେଦି ରାଜା ମହାମେଘବାହାନ ହେଉଛନ୍ତି ତାଙ୍କର ପିତାମହ। ମହାମେଘବାହାନଙ୍କ ପରେ ତାଙ୍କ ପୁତ୍ର କଳିଙ୍ଗର ରାଜା ହୋଇଥିଲେ।

ମହାମେଘବାହାନ ନିର୍ମାଣ କରିଥିବା ନୂତନ ରାଜଧାନୀର ନାମ କ'ଣ ଥିଲା ? 

  1. AOption (a)

    ଭୁବନେଶ୍ବର

  2. BOption (b)

    ଶିଶୁପାଳଗଡ଼

  3. COption (c)

    କଳିଙ୍ଗନଗରୀ

  4. DOption (d)

    ମଗଧ

View answer & explanation

Correct answer

Answer: (a)A.

ଭୁବନେଶ୍ବର

Explanation not yet available.

Question 148

ଖାରବେଳଙ୍କ ଅଭିଷେକ ପୂର୍ବ ବର୍ଷ ଦୁର୍ଗ ପ୍ରାଚୀର ଓ ଅଟ୍ଟାଳିକା କିପରି ଭାଙ୍ଗି ପଡିଥିଲା ? 

  1. AOption (a)

    ଶତ୍ରୁ ସୈନ୍ୟର ଆକ୍ରମଣରୁ

  2. BOption (b)

    ଅବହେଳାରୁ

  3. COption (c)

    ମାଟିରେ ନିର୍ମିତ ହୋଇଥିବାରୁ 

  4. DOption (d)

    ପ୍ରବଳ ବାତ୍ୟା ଯୋଗୁଁ

View answer & explanation

Correct answer

Answer: (a)A.

ଶତ୍ରୁ ସୈନ୍ୟର ଆକ୍ରମଣରୁ

Explanation not yet available.

Question 149

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭ��ବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ମହାମେଘବାହାନ ଖ୍ରୀଷ୍ଟପୂର୍ବ ୭୩ ରେ କଳିଙ୍ଗକୁ ସ୍ୱାଧୀନ ରାଷ୍ଟ୍ର ରୂପେ ଘୋଷଣା କରି ଏକ ଦୃଢ ଶାସନର ମୂଳଦୁଆ ସ୍ଥାପନ କରିଥିଲେ। ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକଙ୍କ ବିଜୟ ପରେ ଖ୍ରୀଷ୍ଟପୂର୍ବ ୭୩ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶତାବ୍ଦୀ କାଳ କଳିଙ୍ଗରେ ମଗଧର କର୍ତ୍ତୃତ୍ଵ ପ୍ରତିଷ୍ଠିତ ଥିଲା | ତେଣୁ କଳିଙ୍ଗର ସେହି ରାଜନୈତିକ ସ୍ୱାଧୀନତା ତାହାର ଇତିହାସରେ ଏକ ବିଶିଷ୍ଟ ଘଟଣା ରୂପେ ବିବେଚିତ ହୁଏ। ମହାମେଘବାହାନ ଭୁବନେଶ୍ଵର ନିକଟସ୍ଥ ଆଧୁନିକ ଶିଶୁପାଳଗଡ଼ ଠାରେ ଯେଉଁ ନୂତନ ରାଜଧାନୀ ନିର୍ମାଣ କରିଥିଲେ, ତାହା କଳିଙ୍ଗନଗରୀ ରୂପେ ନାମିତ ହୋଇଥିଲା। ସେଠାରେ ତାଙ୍କର ଦୁର୍ଗ ଓ ପ୍ରାସାଦମାନ ପ୍ରଧାନତଃ ମୃତ୍ତିକା ଦ୍ୱାରା ନିର୍ମିତ୍ତ ହୋଇଥିଲା। ଖାରବେଳଙ୍କ ଅଭିଷେକର ପୂର୍ବ ବର୍ଷ ପ୍ରବଳ ବାତ୍ୟା ଯୋଗୁଁ ଦୁର୍ଗ ପ୍ରାଚୀର ଓ ଅଟ୍ଟାଳିକା ମାନ କେତେକାଂଶରେ ଭାଙ୍ଗି ପଡିଥିଲା। ସମ୍ଭବତଃ ନୂତନ ସଙ୍ଗଠିତ ରାଜ୍ୟର ଦୃଢ଼ୀକରଣରେ ମହାମେଘବାହନଙ୍କର ସମସ୍ତ ଶକ୍ତି ଓ ସମ୍ବଳ ବିନିଯୁକ୍ତ ହୋଇଥିଲା। ସେ ରାଜଧାନୀର ନିର୍ମାଣ କାର୍ଯ୍ୟ ନିମନ୍ତେ ବିଶେଷ ଧ୍ୟାନ ଦେଇ ପାରିନଥିଲେ। ଖାରବେଳ ନିଜକୁ କଳିଙ୍ଗ ରାଜବଂଶର ତୃତୀୟ ପୁରୁଷ ରୂପେ ହାତୀଗୁମ୍ଫା ଅଭିଲେଖରେ ପ୍ରକାଶ କରିଛନ୍ତି। ତେଣୁ କଳିଙ୍ଗର ପ୍ରଥମ ଚେଦି ରାଜା ମହାମେଘବାହାନ ହେଉଛନ୍ତି ତାଙ୍କର ପିତାମହ। ମହାମେଘବାହାନଙ୍କ ପରେ ତାଙ୍କ ପୁତ୍ର କଳିଙ୍ଗର ରାଜା ହୋଇଥିଲେ।

ମହାମେଘବାହାନ, ଖାରବେଳଙ୍କର ସମ୍ପର୍କରେ କ'ଣ ହେବେ ? 

  1. AOption (a)

    ପିତା

  2. BOption (b)

    ପିତାମହ

  3. COption (c)

    ପ୍ରପିତାମହ

  4. DOption (d)

    ପୁତ୍ର

View answer & explanation

Correct answer

Answer: (a)A.

ପିତା

Explanation not yet available.

Question 150

Odisha Police Constable 2023• Test

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ମହାମେଘବାହାନ ଖ୍ରୀଷ୍ଟପୂର୍ବ ୭୩ ରେ କଳିଙ୍ଗକୁ ସ୍ୱାଧୀନ ରାଷ୍ଟ୍ର ରୂପେ ଘୋଷଣା କରି ଏକ ଦୃଢ ଶାସନର ମୂଳଦୁଆ ସ୍ଥାପନ କରିଥିଲେ। ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକଙ୍କ ବିଜୟ ପରେ ଖ୍ରୀଷ୍ଟପୂର୍ବ ୭୩ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶତାବ୍ଦୀ କାଳ କଳିଙ୍ଗରେ ମଗଧର କର୍ତ୍ତୃତ୍ଵ ପ୍ରତିଷ୍ଠିତ ଥିଲା | ତେଣୁ କଳିଙ୍ଗର ସେହି ରାଜନୈତିକ ସ୍ୱାଧୀନତା ତାହାର ଇତିହାସରେ ଏକ ବିଶିଷ୍ଟ ଘଟଣା ରୂପେ ବିବେଚିତ ହୁଏ। ମହାମେଘବାହାନ ଭୁବନେଶ୍ଵର ନିକଟସ୍ଥ ଆଧୁନିକ ଶିଶୁପାଳଗଡ଼ ଠାରେ ଯେଉଁ ନୂତନ ରାଜଧାନୀ ନିର୍ମାଣ କରିଥିଲେ, ତାହା କଳିଙ୍ଗନଗରୀ ରୂପେ ନାମିତ ହୋଇଥିଲା। ସେଠାରେ ତାଙ୍କର ଦୁର୍ଗ ଓ ପ୍ରାସାଦମାନ ପ୍ରଧାନତଃ ମୃତ୍ତିକା ଦ୍ୱାରା ନିର୍ମିତ୍ତ ହୋଇଥିଲା। ଖାରବେଳଙ୍କ ଅଭିଷେକର ପୂର୍ବ ବର୍ଷ ପ୍ରବଳ ବାତ୍ୟା ଯୋଗୁଁ ଦୁର୍ଗ ପ୍ରାଚୀର ଓ ଅଟ୍ଟାଳିକା ମାନ କେତେକାଂଶରେ ଭାଙ୍ଗି ପଡିଥିଲା। ସମ୍ଭବତଃ ନୂତନ ସଙ୍ଗଠିତ ରାଜ୍ୟର ଦୃଢ଼ୀକରଣରେ ମହାମେଘବାହନଙ୍କର ସମସ୍ତ ଶକ୍ତି ଓ ସମ୍ବଳ ବିନିଯୁକ୍ତ ହୋଇଥିଲା। ସେ ରାଜଧାନୀର ନିର୍ମାଣ କାର୍ଯ୍ୟ ନିମନ୍ତେ ବିଶେଷ ଧ୍ୟାନ ଦେଇ ପାରିନଥିଲେ। ଖାରବେଳ ନିଜକୁ କଳିଙ୍ଗ ରାଜବଂଶର ତୃତୀୟ ପୁରୁଷ ରୂପେ ହାତୀଗୁମ୍ଫା ଅଭିଲେଖରେ ପ୍ରକାଶ କରିଛନ୍ତି। ତେଣୁ କଳିଙ୍ଗର ପ୍ରଥମ ଚେଦି ରାଜା ମହାମେଘବାହାନ ହେଉଛନ୍ତି ତାଙ୍କର ପିତାମହ। ମହାମେଘବାହାନଙ୍କ ପରେ ତାଙ୍କ ପୁତ୍ର କଳିଙ୍ଗର ରାଜା ହୋଇଥିଲେ।

ମହାମେଘବାହାନଙ୍କ ପରେ କିଏ କଳିଙ୍ଗର ରାଜା ହୋଇଥିଲେ ? 

  1. AOption (a)

    ଖାରବେଳ

  2. BOption (b)

    କଳିଙ୍ଗସେନା

  3. COption (c)

    ଖାରବେଳଙ୍କ ପିତା

  4. DOption (d)

    ଖାରବେଳଙ୍କ ପୁତ୍ର

View answer & explanation

Correct answer

Answer: (a)A.

ଖାରବେଳ

Explanation not yet available.