'କପଟ' ଶବ୍ଦର ସଠିକ ବିପରୀତ ଅର୍ଥବୋଧକ ଶବ୍ଦଟି ଚିହ୍ନାଅ ?
- AOption (a)
ନିଷ୍କପଟ
- BOption (b)
ଅଷ୍କପଟ
- COption (c)
ବିଷ୍କପଟ
- DOption (d)
ଅବିଷ୍କପଟ
View answer & explanationHide answer & explanation
Correct answer
ନିଷ୍କପଟ
Find real questions from previous competitive exam papers with answers and solutions.
Leave the keyword blank to browse saved questions for your selected exam, newest papers first. Add a keyword, year or topic to narrow the results.
Browse complete papers'କପଟ' ଶବ୍ଦର ସଠିକ ବିପରୀତ ଅର୍ଥବୋଧକ ଶବ୍ଦଟି ଚିହ୍ନାଅ ?
ନିଷ୍କପଟ
ଅଷ୍କପଟ
ବିଷ୍କପଟ
ଅବିଷ୍କପଟ
Correct answer
ନିଷ୍କପଟ
''ଅମୃତ ବିନୟ ବଚନ I କହି ତୋଷିବ ଜନମନ II'' - ପଦଟି କେଉଁ ଛନ୍ଦରେ ଲିଖିତ ?
ଦାଣ୍ଡିବୃତ୍ତ
ନଟବାଣୀ
ବଙ୍ଗଳାଶ୍ରୀ
ଗୁଜ୍ଜରୀ
Correct answer
ଦାଣ୍ଡିବୃତ୍ତ
'ଭଗ୍ନଘଟୁ ଆହା ସଲିଳ ଯେସନ, ବହି ଯାଉଅଛି ଆୟୁ ପ୍ରତିକ୍ଷଣ' ପଦଟି କେଉଁ ଅଳଙ୍କାରରେ ଲିଖିତ?
ରୂପକ ଅଳଙ୍କାର
ଉପମା ଅଳଙ୍କାର
ଉତପ୍ରେକ୍ଷା ଅଳଙ୍କାର
ବ୍ୟତିରେକ ଅଳଙ୍କାର
Correct answer
ରୂପକ ଅଳଙ୍କାର
କେଉଁ ଶବ୍ଦଟି 'ସମୁଦ୍ର'ର ସମାର୍ଥବୋଧକ ଶବ୍ଦ ନୁହେଁ ?
ସିନ୍ଧୁ
ଅର୍ଣ୍ଣବ
ଉଷସୀ
ପାରାବାର
Correct answer
ସିନ୍ଧୁ
'ଅଗଣା' ଶବ୍ଦଟି କେଉଁ ପ୍ରକାର ଶବ୍ଦ ?
ତତ୍ସମ ଶବ୍ଦ
ତଦ୍ଭବ ଶବ୍ଦ
ଦେଶଜ ଶବ୍ଦ
ବୈଦେଶିକ ଶବ୍ଦ
Correct answer
ତତ୍ସମ ଶବ୍ଦ
ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡିକର ଅର୍ଥବୋଧକୁ ଅପେକ୍ଷା କଲେ ତାହାକୁ _________ କୁହାଯାଏ।
ଯୋଗ୍ଯତା
ଆକାଂକ୍ଷା
ଆସଭି
ବାକ୍ୟାଶ
Correct answer
ଯୋଗ୍ଯତା
ଉଦ୍ଦାମ୍ ସିଂହ ଦେଶପାଇଁ ପ୍ରାଣବଳି ଦେଇଥିଲେ। ଏହା କେଉଁ ପ୍ରକାର ବାକ୍ୟ ?
ବିବରଣାତ୍ମକ ବାକ୍ୟ
ପ୍ରଶ୍ନ ସୂଚକ ବାକ୍ୟ
ବିସ୍ମୟ ସୂଚକ ବାକ୍ୟ
ଅନୁଜ୍ଞା ସୂଚକ ବାକ୍ୟ
Correct answer
ବିବରଣାତ୍ମକ ବାକ୍ୟ
ଶୁଦ୍ଧ ଶବ୍ଦଟିକୁ ଚିହ୍ନାଅ -
ପୂଜ୍ୟାସଦ
ପୁଜ୍ଯସ୍ପଦ
ପୂଜାସ୍ପଦ
ପୁଯାସ୍ପଦ
Correct answer
ପୂଜ୍ୟାସଦ
'ଅରଣ୍ୟରୋଦନ' ରୂଢିର ସଠିକ ଅର୍ଥ ନିର୍ଣ୍ଣୟ କର ?
ଅସମ୍ଭବ କଥା
ଅନ୍ୟାୟ ବିଚାର
ବୃଥା ପ୍ରାର୍ଥନା
ଅଯୋଗ୍ୟ ଅନୁରୋଧ
Correct answer
ଅସମ୍ଭବ କଥା
'ମହାନ ଅଟେ ଋଷି' - ଏହାର ସମସ୍ତ ପଦ ପ୍ରକାଶ କର ?
ସପ୍ତର୍ଷି
ମହର୍ଷି
ରାଜର୍ଷି
ଦୂରଦର୍ଶୀ
Correct answer
ସପ୍ତର୍ଷି