Search Previous Year Questions

Find real questions from previous competitive exam papers with answers and solutions.

Leave the keyword blank to browse saved questions for your selected exam, newest papers first. Add a keyword, year or topic to narrow the results.

Browse complete papers
Showing 10 question(s)
Clear

Question 91

Odisha Police Constable 2023• Test

ଶୁଦ୍ଧ ଶବ୍ଦ ନିର୍ଣ୍ଣୟ କର।

  1. AOption (a)

    ବିଷଣ୍ଣ

  2. BOption (b)

    ବିଷର୍ଣ୍ଣ

  3. COption (c)

    ବିସର୍ଣ୍ଣ

  4. DOption (d)

    ବିଶଣ୍ଢ

View answer & explanation

Correct answer

Answer: (a)A.

ବିଷଣ୍ଣ

Explanation not yet available.

Question 92

Odisha Police Constable 2023• Test

‘ଛାଇକୁ ଛତା’ ଋଢିର ସଠିକ୍ ଅର୍ଥ ଚିହ୍ନାଅ।

  1. AOption (a)

    ମଣ୍ଡନ କରିବା

  2. BOption (b)

    ଈର୍ଷା କରିବା

  3. COption (c)

    ବିଧିଅନୁକୁଳ କାର୍ଯ୍ୟ

  4. DOption (d)

    କାବୁ କରିବା

View answer & explanation

Correct answer

Answer: (a)A.

ମଣ୍ଡନ କରିବା

Explanation not yet available.

Question 93

Odisha Police Constable 2023• Test

ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ଟ,୦,ଡ,ଢ,ଣ ବର୍ଣ୍ଣ କୁ କେଉଁ ବର୍ଣ୍ଣ ବୋଲି ନାମକରଣ କରାଯାଇଛି ?

  1. AOption (a)

    କଣ୍ଠ୍ୟ ବର୍ଣ୍ଣ

  2. BOption (b)

    ଦନ୍ତ୍ୟ ବର୍ଣ୍ଣ

  3. COption (c)

    ମୂର୍ଦ୍ଧ​ନ୍ୟ ବର୍ଣ୍ଣ

  4. DOption (d)

    ତାଲବ୍ୟ ବର୍ଣ୍ଣ

View answer & explanation

Correct answer

Answer: (a)A.

କଣ୍ଠ୍ୟ ବର୍ଣ୍ଣ

Explanation not yet available.

Question 94

Odisha Police Constable 2023• Test

ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ______ ବାକ୍ୟ କୁହାଯାଏ ।

  1. AOption (a)

    ଜଟିଳ ବାକ୍ୟ

  2. BOption (b)

    ଯୌଗିକ ବାକ୍ୟ

  3. COption (c)

    ଅନୁରୋଧସୂଚକ ବାକ୍ୟ

  4. DOption (d)

    ମିଶ୍ର ବାକ୍ୟ

View answer & explanation

Correct answer

Answer: (a)A.

ଜଟିଳ ବାକ୍ୟ

Explanation not yet available.

Question 95

Odisha Police Constable 2023• Test

‘ଷତ୍ଵ’ ବିଧ୍ ନିୟମ ଅନୁସାରେ ଠିକ୍ ଶବ୍ଦ ଚିହ୍ନାଅ।

  1. AOption (a)

    ଚିକୀର୍ଷା

  2. BOption (b)

    ଚୀକିର୍ଷା

  3. COption (c)

    ଚିକୀର୍ସା

  4. DOption (d)

    ଚିକିଶା

View answer & explanation

Correct answer

Answer: (a)A.

ଚିକୀର୍ଷା

Explanation not yet available.

Question 96

Odisha Police Constable 2023• Test

" ‘କମଳଧର ହେ କମଳ’ ଧରଜିତନାୟକ, ‘କମଳ ଧର ଯାର ରାମ’ ନାମ ସଦାଧ୍ୟାୟକ" - ପଦଟି କେଉଁ ଛନ୍ଦରେ ଲିଖିତ ?

  1. AOption (a)

    ରାମକେରୀ

  2. BOption (b)

    ଚକ୍ରକେଳୀ

  3. COption (c)

    ଗୁଜ୍ଜରୀ

  4. DOption (d)

    କଳହଂସ କେଦାର

View answer & explanation

Correct answer

Answer: (a)A.

ରାମକେରୀ

Explanation not yet available.

Question 97

Odisha Police Constable 2023• Test

ଭିନ୍ନାର୍ଥଧର୍ମୀ ଶବ୍ଦଟିକୁ ଚିହ୍ନାଅ।

  1. AOption (a)

    ବ୍ରତତୀ

  2. BOption (b)

    ପଦ୍ମାଳୟା

  3. COption (c)

    ଇନ୍ଦିରା

  4. DOption (d)

    ଲୋକମାତା

View answer & explanation

Correct answer

Answer: (a)A.

ବ୍ରତତୀ

Explanation not yet available.

Question 98

Odisha Police Constable 2023• Test

ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତ ପଦଟି ସମାହାର ବା ସମଷ୍ଟିକୁ ବୁଝାଏ, ତାହାକୁ ______ ସମାସ କହନ୍ତି।

  1. AOption (a)

    ଦ୍ଵନ୍ଦ ସମାସ

  2. BOption (b)

    ଦ୍ଵିଗୁ ସମାସ

  3. COption (c)

    ବହୁବ୍ରୀହି ସମାସ

  4. DOption (d)

    କର୍ମଧାରୟ ସମାସ

View answer & explanation

Correct answer

Answer: (a)A.

ଦ୍ଵନ୍ଦ ସମାସ

Explanation not yet available.

Question 99

Odisha Police Constable 2023• Test

ନାବିକ ନଦୀରେ ନୌକା ବୋହିନେଲା। ଏଠାରେ ‘ନଦୀରେ’ ଶବ୍ଦଟି କେଉଁ କାରକ ଚିହ୍ନାଇ ଦିଅ ।

  1. AOption (a)

    ସଂପ୍ରଦାନ କାରକ

  2. BOption (b)

    ଅପାଦାନ କାରକ

  3. COption (c)

    ଅଧିକରଣ କାରକ

  4. DOption (d)

    କ୍ରିୟା କାରକ

View answer & explanation

Correct answer

Answer: (a)A.

ସଂପ୍ରଦାନ କାରକ

Explanation not yet available.

Question 100

Odisha Police Constable 2023• Test

“ଖେଦବୀଜ ନିଜହୃଦ କେଦାରେ ବିଞ୍ଚିଲୁରେ ।” ଏହି ପଦଟି କେଉଁ ଅଳଙ୍କାରରେ ଲିଖିତ ?

  1. AOption (a)

    ଉପମା ଅଳଙ୍କାର

  2. BOption (b)

    ଉତପ୍ରେକ୍ଷା ଅଳଙ୍କାର

  3. COption (c)

    ରୂପକ ଅଳଙ୍କାର

  4. DOption (d)

    ଭାନ୍ତମାନ ଅଳଙ୍କାର

View answer & explanation

Correct answer

Answer: (a)A.

ଉପମା ଅଳଙ୍କାର

Explanation not yet available.